Subscribe
URL of the page has been copied to clipboard.
Meaning : ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ
Example : ରାଜା ପରିଷଦଠାରୁ ପରାମର୍ଶ ମାଗିଲେ
Synonyms : ପାରିଷଦ, ସଭାସଦ୍
Translation in other languages :हिन्दी English
प्राचीन काल के विद्वान ब्राह्मणों की सभा जिसे राजा समय -समय पर किसी विषय पर व्यवस्था देने के लिए बुलाता था।
A meeting of people for consultation.
Install App