Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ପବନ from ଓଡ଼ିଆ dictionary with examples, synonyms and antonyms.

ପବନ   ବିଶେଷ୍ୟ

Meaning : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

Example : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

Synonyms : ଅନିଳ, ଜୀବନ, ପ୍ରାଣ, ବାୟୁ, ମରୁତ, ସମୀର


Translation in other languages :