Meaning : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ
Example :
ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ
Synonyms : କାମ ଶୈଳୀ, ଢଙ୍ଗ, ବିଧି, ରୀତି, ଶୈଳୀ
Translation in other languages :
A way of doing something, especially a systematic way. Implies an orderly logical arrangement (usually in steps).
method