Subscribe
URL of the page has been copied to clipboard.
Meaning : ଗଛ-ବୁଦାରୁ ପତ୍ରଝରା ସମୟ
Example : ବଗିଚାରେ ପତ୍ରଝରା ସମୟ ଆରମ୍ଭ
Translation in other languages :हिन्दी
पेड़-पौधे से पत्ते झड़ने की क्रिया।
Meaning : ଯାହାର ପତ୍ର ଝଡ଼ି ଯାଇଛି
Example : ପତ୍ରଝଡ଼ା ମାସରେ ଅଧିକାଂଶ ଗଛ ପତ୍ରବିହୀନ ହୋଇଯାଏ
Synonyms : ପତ୍ରଝଡା, ପତ୍ରବିହୀନ, ପତ୍ରଶୂନ୍ୟ
Translation in other languages :हिन्दी English
जिसके पत्ते झड़ गये हों।
Having no leaves.
Install App