Meaning : ଗୋଟିଏ ବଡ଼ ଗଛରୁ ମିଳୁଥିବା ବଡ଼ ଫଳ ଯାହାର ଉପରେ କଣ୍ଟାଥାଏ
Example :
କିଛି ଲୋକ ସିଝା ପଣସକୁ ଚୋବାଇକରି ଖାଆନ୍ତି
Translation in other languages :
Meaning : ଗୋଟିଏ ଗଛ ଯାହା ବଡ଼ ଏବଂ ଓଜନିଆ ଫଳ ଧରେ
Example :
ସେ ନିଜ ବଗିଚାରେ ପଣସ ଲଗାଇଲେ
Translation in other languages :
East Indian tree cultivated for its immense edible fruit and seeds.
artocarpus heterophyllus, jackfruit, jackfruit tree