Meaning : ସୈନିକଙ୍କ ଚଢ଼ା ଖର୍ଚ୍ଚ
Example :
ପଣ ବିଷୟରେ ଚିନ୍ତା ନ କରି ଆପଣ ଚଢ଼ିବାପାଇଁ ପ୍ରସ୍ତୁତ ହୁଅନ୍ତୁ
Translation in other languages :
Meaning : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
Example :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
Synonyms : ବାଜି
Translation in other languages :
Meaning : ଜୁଆରେ କୌଣସି ଲୋକର ଜିମାରେ ବାକି ପଡ଼ିଥିବା ଧନ
Example :
ସୋହନକୁ ଦୁଇ ଶହ ଟଙ୍କା ପଣ ଦେବାକୁ ଅଛି
Translation in other languages :