Subscribe
URL of the page has been copied to clipboard.
Meaning : ଯେଉଁ କାଠପଟାଉପରେ ଧୋବା ଲୁଗା ସଫାକରେ
Example : ପାଣିରେ ପଡ଼ିପଡ଼ି ପଟା ସଢ଼ିବାକୁ ଲାଗିଲାଣି
Translation in other languages :हिन्दी
लकड़ी का वह पटरा जिस पर धोबी कपड़े धोता है।
Meaning : ଲମ୍ବା,ଚଉକୋଣିଆ ଏବଂ ସମତଳ ଭାବେ ଚିରା ହୋଇଥିବା କାଠ ଖଣ୍ଡ ଯାହା ଲମ୍ବା ଚଉଡ଼ା ଅନୁପାତରେ ବହୁତ କମ ମୋଟା ହୋଇଥାଏ
Example : ବଡ଼ବଡ଼ କାଠଗଣ୍ଡିକୁ କରତ କଳରେ ଚିରି ପଟା କରାଯାଏ
काठ का लंबा, चौकोर और चौरस चीरा हुआ टुकड़ा जो लंबाई-चौड़ाई के हिसाब से बहुत कम मोटा हो।
Install App