Meaning : କାହା ପଛରେ ଚାଲିବା
Example :
ପିଲାଟି ତା ମା ପଛରେ ଚାଲୁଛି
Synonyms : ଅନୁଗମନ କରିବା, ଅନୁସରଣ କରିବା
Translation in other languages :
To travel behind, go after, come after.
The ducklings followed their mother around the pond.