Subscribe
URL of the page has been copied to clipboard.
Meaning : ଯେଉଁଥିରେ କାଦୁଅ ରହିଛି
Example : ସେ ଅନ୍ଧାରରେ ଏକ କାଦୁଆ ଖାଇ ଭିତରେ ପଡ଼ିଗଲା
Synonyms : କାଦୁଆ, ପଙ୍କୁଆ
Meaning : କାଦୁଅରେ ଭରା ହୋଇଥିବା
Example : ବର୍ଷାରେ କାଦୁଆ ରାସ୍ତାରେ ଯିବା କଷ୍ଟକର ହୋଇଥାଏ
Synonyms : କର୍ଦ୍ଦମାକ୍ତ, କାଦୁଆ
Translation in other languages :हिन्दी
कीचड़ से भरा हुआ।
Install App