Meaning : ନୈତିକ ହେବାର ଅବସ୍ଥା ବା ଭାବ
Example :
ଆପଣ ନିଜେ ଅନୈତିକ ହୋଇ ଅନ୍ୟକୁ ନୈତକତାର ପାଠ ପଢ଼ାଇ ପାରିବେ ନାହିଁ
Translation in other languages :
Concern with the distinction between good and evil or right and wrong. Right or good conduct.
morality