Meaning : ଯେ ରାଜନୀତି କ୍ଷେତ୍ରରେ ନେତୃତ୍ୱ ନିଅନ୍ତି
Example :
ସଂସଦର ଗାରିମାକୁ ବଜାୟ ରଖିବା ନେତାମାନଙ୍କର କାର୍ଯ୍ୟ
Synonyms : ରାଜନେତା
Translation in other languages :
Meaning : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
Example :
ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
Synonyms : ପ୍ରଧାନ, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
Translation in other languages :