Subscribe
URL of the page has been copied to clipboard.
Meaning : ପ୍ରାୟତଃ ଚୁପଚାପ ରହିବା ଲୋକ ବା ମନର ଭାବକୁ ମନରେ ରଖୁଥିବା ଲୋକ
Example : ତାର ଚୁପ ସ୍ୱଭାବରେ ସମସ୍ତେ ବ୍ୟତିବ୍ୟସ୍ତ
Synonyms : ଚୁପ, ନିର୍ବାକ୍
Translation in other languages :हिन्दी English
प्रायः चुप रहनेवाला या मन के भावों को मन में ही रखनेवाला।
Habitually reserved and uncommunicative.
Meaning : ନିଜ ସୁଖଦୁଖ ପ୍ରକାଶ ନ କରିବା ବ୍ୟକ୍ତି
Example : ନୀରବ ସୋହନ କାଲି ଫାଶୀ ଲଗାଇଦେଲା
Synonyms : ଚୁପ୍, ନିର୍ବାକ
Translation in other languages :हिन्दी
अपना सुख-दुख प्रगट न करने वाला।
Install App