Meaning : ନିକୃଷ୍ଟତମ ହେବାର ଅବସ୍ଥା ବା ଭାବ
Example :
ଏଭଳି ବ୍ୟବହାର କରି ଆପଣ ନିଜ ହୀନମନ୍ୟତାର ପରିଚୟ ପ୍ରଦାନ କରୁଛନ୍ତି
Synonyms : ଅଧମତା, ନିକୃଷ୍ଟତା, ହୀନମନ୍ୟତା
Translation in other languages :
The quality of being unimportant and petty or frivolous.
pettiness, puniness, slightness, triviality