Meaning : ପବନରେ ମିଶିଥିବା ବାଷ୍ପ ଯାହା ରାତିର ଥଣ୍ଡାରେ ଜମାହୋଇ କ୍ଷୁଦ୍ରକଣା ରୂପରେ ପଡ଼େ
Example :
ଗତ ରାତିରେ ଅତ୍ୟଧିକ କାକର ପଡିଛି
Synonyms : କାକର, କୁହୁଡି, ମିହିକା, ଶୀକର, ହୈମ
Translation in other languages :
Water that has condensed on a cool surface overnight from water vapor in the air.
In the morning the grass was wet with dew.Meaning : ବାୟୁରେ ଥିବା ଜଳର ଅତ୍ୟନ୍ତ ସୂକ୍ଷ୍ମ କଣିକା ସମୂହ ଯାହା ଥଣ୍ଡା ହୋଇ ଜମିଯାଏ ଏବଂ ଧୀରେ ଧୀରେ ଭୂମି ଉପରେ ଖସିପଡ଼େ
Example :
ଶୀତଦିନେ ଚାରିଆଡ଼େ କୁହୁଡ଼ି ଛାଇ ହେଇଯିବାରୁ ଯିବାଆସିବା କଷ୍ଟକର ହୁଏ
Synonyms : କୁଜ୍ଝଟିକା, କୁହୁଡ଼ି, କୁହେଳି
Translation in other languages :
Droplets of water vapor suspended in the air near the ground.
fog