Subscribe
URL of the page has been copied to clipboard.
Meaning : ଏକୁଟିଆ ରହୁଥିବା ସାଧୁ
Example : ଶୁଣିଛି ଯେ ଏହି ମୁଣ୍ଡିଆ ଉପରେ ଜଣେ ନିହଙ୍ଗ ସାଧୁ ରହୁଛନ୍ତି
Synonyms : ନିହଂଗ, ନିହଂଗ ସାଧୁ, ନିହଙ୍ଗ ସାଧୁ
Translation in other languages :हिन्दी
अकेला रहने वाला साधु।
Meaning : ଶିଖମାନଙ୍କ ଏକ ସମ୍ପ୍ରଦାୟ
Example : ଗୁରୁଚରଣ ସିଂହ ନିହଙ୍ଗର ଅନୁଗାମୀ
Synonyms : ନିହଂଗ
सिखों का एक पंथ।
Meaning : ନିହଙ୍ଗ ପଥ ଅନୁସରଣ କରୁଥିବା
Example : ନିହଙ୍ଗ ସିଖ୍ମାନେ ନିଜର କର୍ତ୍ତବ୍ୟ ଦେଖେଇଲେ
निहंग पंथ को मानने वाला।
Meaning : ଅବିବାହିତ ରହୁଥିବା ବା ସ୍ତ୍ରୀ ଆଦିଙ୍କ ସହ ସମ୍ବନ୍ଧ ରଖୁନଥିବା ସାଧୁ
Example : ବର୍ତ୍ତମାନ ଏହିଠାରୁ ନିହାଙ୍ଗ ସାଧୁମାନଙ୍କର ଏକ ଦଳ ଗଲା
Synonyms : ନିହଂଗ, ନିହଂଗମ, ନିହଙ୍ଗମ
अविवाहित रहने वाला या स्त्री आदि से संबंध न रखने वाला (साधु)।
Install App