Subscribe
URL of the page has been copied to clipboard.
Meaning : ବିନା ସଂକୋଚରେ
Example : ସେ କାଲି ଆସିବେ ନାହିଁ ବୋଲି ନିସଂକୋଚରେ କହିଲେ
Synonyms : କୁଣ୍ଠାରହିତ
Translation in other languages :हिन्दी
बिना संकोच के।
Meaning : ଯାହାର କିମ୍ବା ଯେଉଁଥିରେ ସଂକୋଚ ହୁଏ ନାହିଁ
Example : ସେ ନିସଂକୋଚ ମନରେ ସବୁ କହିଦେଲା
Synonyms : ସଂକୋଚହୀନ
Translation in other languages :हिन्दी English
जिसे या जिसमें संकोच न हो।
Used of persons or their behavior. Feeling no shame.
Install App