Meaning : କୌଣସି ବସ୍ତୁ ନିର୍ମାଣ କରିବା
Example :
ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ
Synonyms : ଉତ୍ପନ୍ନ କରିବା, ଉତ୍ପାଦନ କରିବା, ସୃଷ୍ଟିକରିବା
Translation in other languages :
किसी वस्तु आदि का निर्माण करना।
नदी पर बाँध बनाकर बिजली का उत्पादन किया जाता है।