Meaning : ଯେଉଁଥିରେ ଇଚ୍ଛା ନାହିଁ
Example :
ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ
Synonyms : ଆକାଂକ୍ଷାହୀନ, ଇଚ୍ଛାହୀନ, ନିଷ୍ପୃହ
Translation in other languages :
जिसमें इच्छा न हो।
इच्छारहित व्यक्ति का जीवन शांतिपूर्ण व्यतीत होता है।Meaning : ଯାହା କୌଣସି କାମନା ବା ଇଚ୍ଛା ବିନା କରାଯାଏ
Example :
ଗୀତାରେ ନିଷ୍କାମ କର୍ମ କରିବାପାଇଁ ଗୁରୁତ୍ୱ ଦିଆଯାଇଛି
Synonyms : କାମନାହୀନ
Translation in other languages :