Meaning : ନାକ କିମ୍ବା ମୁଁହରେ ଶ୍ୱାସ ନେବା ଆଣିବାର କ୍ରିୟା
Example :
ଶ୍ୱାସ ପ୍ରଶ୍ୱାସ ହିଁ ସଜୀବ ପ୍ରାଣୀମାନଙ୍କର ଲକ୍ଷଣ
Synonyms : ଶ୍ୱାସ, ଶ୍ୱାସ ପ୍ରଶ୍ୱାସ, ଶ୍ୱାସନ କ୍ରିୟା
Translation in other languages :
नाक या मुँह से साँस लेने और छोड़ने की क्रिया।
रोगी की साँस की गति धीमी होती जा रही है।The process of taking in and expelling air during breathing.
He took a deep breath and dived into the pool.Meaning : ପ୍ରାଣୀମାନଙ୍କର ନାକ ବା ମୁହଁରୁ ନିର୍ଗତ ପବନ
Example :
ନିଶ୍ୱାସରେ କାର୍ବନ ଡାଇଅକ୍ସାଇଡର ମାତ୍ରା ଅଧିକ ଥାଏ
Translation in other languages :
Meaning : ନାକ ବା ମୁହଁରୁ ବାହାରକୁ ପବନ ଛାଡ଼ିବା ପ୍ରକ୍ରିୟା
Example :
ଶ୍ୟାମକୁ ନିଶ୍ୱାସ ଛାଡ଼ିବାରେ କଷ୍ଟ ହେଉଅଛି
Translation in other languages :
नाक या मुँह से हवा बाहर छोड़ने की क्रिया।
श्याम को निश्वास में परेशानी हो रही है।