Meaning : ନିଶ୍ଚିତ ହୋଇ ବା ନିଶ୍ଚିତତା ସହିତ
Example :
ସେ ନିଶ୍ଚିନ୍ତରେ ନିଜ କୋଠରୀରେ ଶୋଇଛି
Synonyms : ଅଚିନ୍ତା, ଚିନ୍ତାହୀନ, ନିଶ୍ଚିତତା
Translation in other languages :
निश्चिंत होकर या निश्चिंतता के साथ।
वह बेखटके अपने कमरे में सोया हुआ था।In an unconcerned manner.
War was breaking out in Europe, but she unconcernedly planned for a holiday.