Meaning : ଯେଉଁଥିରେ କୌଣସି ପ୍ରକାର ଶବ୍ଦ ବା ଧ୍ୱନି ନ ଥାଏ
Example :
ନିଶବ୍ଦ ଜଙ୍ଗଲରେ ଚାଲିଲାବେଳେ ତାକୁ ଡର ଲାଗୁଥିଲା
Synonyms : ଶୂନ୍ଶାନ୍
Translation in other languages :
Meaning : ଧ୍ୱନିରହିତ ବା ଯେଉଁଥିରେ ଶବ୍ଦ ନାହିଁ
Example :
ରାତି ନିଶବ୍ଦ ଥିଲା ଏବଂ ସେ ଛାତ ଉପରେ ଛିଦା ହୋଇ ତାରାଗୁଡ଼ିକୁ ଦେଖୁଥିଲା
Synonyms : ଶବ୍ଦହୀନ