Subscribe
URL of the page has been copied to clipboard.
Meaning : ଯାହାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବା ନିଜ ପଦରୁ ହଟାଇ ଦିଆଯାଇଛି
Example : ନିଲମ୍ବିତ କର୍ମଚାରୀମାନେ ପୁନର୍ନିଯୁକ୍ତିପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି
Synonyms : ପଦଚ୍ୟୁତ, ବରଖାସ୍ତ
Translation in other languages :हिन्दी
जिसे अस्थायी रूप से नौकरी से अलग कर दिया गया हो या उसके पद से हटा दिया गया हो।
Install App