Meaning : ବାହାରକୁ ବାହାରିଥିବା
Example :
ସୋହନ ଗର୍ତ୍ତରୁ ନିର୍ଗତ ସାପକୁ ମାରିଦେଲା
Synonyms : ବାହାରିଥିବା
Translation in other languages :
Meaning : ବାହାରିଥିବା ବା ଫିଙ୍ଗା ଯାଇଥିବା
Example :
ଧନୁରୁ ନିର୍ଗତ ବାଣ ସିଧା ଯାଇ ଲକ୍ଷ୍ୟସ୍ଥଳରେ ବାଜିଲା
Translation in other languages :