Meaning : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
Example :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
Synonyms : ଅବରୋଧ, ବନ୍ଦ, ବାଧା, ବିରୋଧ
Translation in other languages :
Any structure that makes progress difficult.
impediment, impedimenta, obstructer, obstruction, obstructor