Meaning : ନିକଟ ହେବାର ଅବସ୍ଥା ବା ଭାବ
Example :
ସ୍ଥାନର ନିକଟତା ବେଳେବେଳେ ମନରେ ମଧ୍ୟ ନିକଟତା ସୃଷ୍ଟି କରେ
Translation in other languages :
Meaning : କାହାରି ଖୁବ ନିକଟରେ ହେବା ଅବସ୍ଥା ବା ଭାବ
Example :
ସେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଅଛି
Synonyms : ଅତି ନିକଟତା, ଅତିଆତ୍ମୀୟତା, ଅନ୍ତରଙ୍ଗତା, ଘନିଷ୍ଠତା, ସନ୍ନିଧି, ସାନିଧ୍ୟତା
Translation in other languages :