Meaning : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
Example :
ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
Translation in other languages :
Meaning : ଯେଉଁ ନଳାରେ ମଇଳା ପାଣି ବହେ
Example :
ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
Synonyms : ନଳା
Translation in other languages :
Meaning : ଯେଉଁ ଜଳମାର୍ଗରେ ବର୍ଷାପାଣି ବହେ
Example :
ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
Translation in other languages :
A passage for water (or other fluids) to flow through.
The fields were crossed with irrigation channels.Meaning : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
Example :
ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
Synonyms : ନଳା
Translation in other languages :