Subscribe
URL of the page has been copied to clipboard.
Meaning : ନାଟକ ଲେଖୁଥିବା ବ୍ୟକ୍ତି
Example : ସେକ୍ସ୍ପିୟର ଜଣେ କୁଶଳୀ ନାଟ୍ୟକାର ଥିଲେ
Synonyms : ନାଟକରଚୟିତା, ନାଟକଲେଖକ
Translation in other languages :हिन्दी English
नाटक लिखने वाला व्यक्ति।
Someone who writes plays.
Meaning : ନାଟ୍ୟକଳା ସମ୍ପର୍କରେ ଭଲ ଜ୍ଞାନ ଥିବା ବ୍ୟକ୍ତି
Example : ଆପଣଙ୍କ ନାଟକ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ଉତ୍ତର କୌଣସି ନାଟ୍ୟକାର ହିଁ ଦେଇପାରିବେ
Synonyms : ନଟବର
Translation in other languages :हिन्दी
नाट्य कला का अच्छा ज्ञाता।
Install App