Meaning : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
Example :
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
Synonyms : ଅନୁକରଣକାରୀ
Translation in other languages :
Meaning : ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ
Example :
ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା
Synonyms : ନକଲଚୀ
Translation in other languages :
Meaning : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
Example :
ମାଙ୍କଡ଼ ବହୁତ ନକଲକାରୀ
Synonyms : ଅନୁକରଣକାରୀ
Translation in other languages :