Subscribe
URL of the page has been copied to clipboard.
Meaning : ଆଗକୁ ନଇଁ ପଡ଼ିଥିବା
Example : ନଇଁଥିବା ଶାଖାଗୁଡ଼ିକ କାଟିଦେଲେ ହିଁ ଭଲ ହେବ
Synonyms : ଅବନତ, ନମିତ, ନୁଆଁଣିଆ
Translation in other languages :हिन्दी
आगे की ओर झुका हुआ।
Meaning : ଯାହା ଝୁଙ୍କିବା ଅବସ୍ଥାରେ ଥାଏ
Example : ଫଳରେ ନଇଁଥିବା ଡାଳଟି ଭୂଇଁକୁ ଛୁଉଁଥିଲା
Synonyms : ଅବନତ
झुका हुआ या नत हुआ।
Install App