Subscribe
URL of the page has been copied to clipboard.
Meaning : ଭୟ,ଉଦ୍ବେଗ ଆଦିଯୋଗୁଁ ହୃଦୟର ଗତି ତୀବ୍ର ହେବା
Example : ପୋଲିସକୁ ଦେଖିବା କ୍ଷଣି ଚୋରର ଛାତି ଧକଧକ ହେବାକୁ ଲାଗିଲା
Synonyms : କମ୍ପିବା, ଥରିବା, ଧକଧକ ହେବା
Translation in other languages :हिन्दी English
भय, उद्वेग आदि के कारण हृदय की गति का तीव्र होना।
Beat rapidly.
Meaning : ଧଡ଼ଧଡ଼ ଶବ୍ଦ ହେବା
Example : ରକ୍ତପ୍ରବାହ କାରଣରୁ ହୃଦୟ ଧଡ଼ଧଡ଼ ହୁଏ
Synonyms : କମ୍ପନ ହେବା, ଥରିବା, ସ୍ପନ୍ଦନ ହେବା
Translation in other languages :हिन्दी
धड़-धड़ शब्द होना।
Install App