Meaning : ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ
Example :
ଧୁମ୍ରପାନ ଶରୀର ପାଇଁ ହାନିକାରକ
Synonyms : ଧୁମ୍ର ପାନ, ଧୁମ୍ର-ପାନ, ସ୍ମୋକିଙ୍ଗ୍
Translation in other languages :