Meaning : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍ କରିବା
Example :
ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି
Synonyms : ଦାଢ଼ କରିବା, ଶାଣକରିବା, ଶାଣଦେବା, ଶାଣିତ କରିବା
Translation in other languages :
Meaning : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
Example :
କୃଷକ କୋଦାଳର ଦାଢ଼କୁ ଧାର କରୁଛି
Synonyms : ତୀକ୍ଷ୍ଣ କରିବା, ତେଜ କରିବା
Translation in other languages :