Subscribe
URL of the page has been copied to clipboard.
Meaning : ଧର୍ମ ପ୍ରତି ନିଷ୍ଠା ରଖିବାବାଲା ବ୍ୟକ୍ତି
Example : ଠାକୁର ସାହେବ ବଡ଼ ଧର୍ମନିଷ୍ଠ
Synonyms : ଶ୍ରଦ୍ଧାବାନ
Translation in other languages :हिन्दी
धर्म के प्रति निष्ठा रखने वाला व्यक्ति।
Meaning : ଯାହାଙ୍କର ଧର୍ମରେ ପ୍ରବୃତ୍ତି ଅଛି ବା ଯେ ଧର୍ମ ଅନୁସାରେ କାର୍ଯ୍ୟ କରେ
Example : ଧାର୍ମିକ ବ୍ୟକ୍ତି ବିପତ୍ତିରେ ମଧ୍ୟ ନିଜ ଧର୍ମ ଛାଡ଼େନାହିଁ
Synonyms : ଧର୍ମପରାୟଣ, ଧର୍ମାତ୍ମା, ଧାର୍ମିକ
Translation in other languages :हिन्दी English
जिसकी धर्म में प्रवृत्ति हो या जो धर्म के अनुसार रहता हो।
Concerned with sacred matters or religion or the church.
Install App