Meaning : ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ
Example :
ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ
Translation in other languages :
A strong belief in a supernatural power or powers that control human destiny.
He lost his faith but not his morality.Meaning : ଯେଉଁ ସମାଜ ବା ଗୋଷ୍ଠୀ ଦୈବିକ ଶକ୍ତିରେ ନିଜର ବିଶ୍ୱାସ ଦର୍ଶାଇଥାଏ ବା ଯେ ଦୈବିକ ଶକ୍ତିରେ ବିଶ୍ୱାସ କରିଥାଏ
Example :
ମହମ୍ମଦ ସାହେବ ମୁସଲିମ୍ ଧର୍ମ ସ୍ଥାପନ କରିଥିଲେ
Synonyms : ଧର୍ମ
Translation in other languages :
* दैविक शक्ति में अपना विश्वास दर्शाने के लिए बनी संस्था या समुदाय।
मुस्लिम धर्म की स्थापना मुहम्मद साहब ने की थी।An institution to express belief in a divine power.
He was raised in the Baptist religion.