Subscribe
URL of the page has been copied to clipboard.
Meaning : ଯାହା ଉଜ୍ୱଳ
Example : ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି
Synonyms : ଉଜ୍ଜଳ, ଧଳା, ଶୁକ୍ଳ, ଶ୍ୱେତ, ସଫା
Translation in other languages :हिन्दी
जो उजला हो।
Meaning : ଧଳା ରଙ୍ଗର (ଘୋଡ଼ା)
Example : ଜଣେ ସୈନିକ ଶ୍ୱେତବର୍ଣ୍ଣର ଘୋଡ଼ା ଉପରେ ବସିଥିଲା
Synonyms : ଶୁଭ୍ର, ଶ୍ୱେତବର୍ଣ୍ଣର, ଶ୍ୱେତବର୍ଣ୍ଣି
सफेद रंग का (घोड़ा)।
Install App