Subscribe
URL of the page has been copied to clipboard.
Meaning : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
Example : ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
Synonyms : ସଫଳ, ସାର୍ଥକ
Translation in other languages :हिन्दी
जो लाभ, यश आदि की दृष्टि से ठीक हो या सही उपयोग में हो।
Meaning : ଯେ ନିଜ କାମ ହୋଇଗଲାପରେ ପ୍ରସନ୍ନ ଏବଂ ସନ୍ତୁଷ୍ଟ ହୁଏ
Example : ଭଗବାନଙ୍କ କୃପାରୁ ଏବେ ମୋ ଜୀବନ ଧନ୍ୟ ହୋଇଗଲା
Synonyms : କୃତକୃତ୍ୟ, କୃତାର୍ଥ
जो अपना काम बन जाने के कारण प्रसन्न और संतुष्ट हो।
Install App