Meaning : ଏକ ପ୍ରକାରର ଛୋଟ ଗଛ ଯାହାର ପତ୍ର ସୁଗନ୍ଧିତ ହୋଇଥାଏ
Example :
ପକୋଡ଼ି ସହିତ ଧଣିଆ ଚଟଣୀ ବଡ଼ ସ୍ୱାଦିଷ୍ଟ
Synonyms : ଧଣିଆ
Translation in other languages :
Old World herb with aromatic leaves and seed resembling parsley.
chinese parsley, cilantro, coriander, coriander plant, coriandrum sativumMeaning : ଗୋଲ ଦାନା ବିଶିଷ୍ଟ ଏକ ଫଳ ଯାହା ମସଲା କାମରେ ଆସେ
Example :
ପଂଜୀରୀରେ ବି ଧନିଆ ପକାଯାଇଥାଏ
Synonyms : ଧଣିଆ
Translation in other languages :