Meaning : ଗୋଟିଏ ବସ୍ତୁ ଆଉ ଗୋଟିଏ ବସ୍ତୁ ଉପରେ ବାଡ଼େଇହେବା
Example :
ବସ୍ଚାଳକ ବସ୍କୁ ଗଛରେ ବାଡ଼େଇ ଦେଲା
Synonyms : ବାଡ଼େଇବା
Translation in other languages :
Meaning : ଧକ୍କାମାରି ବା ଠେଲିକରି ଆଗକୁ ପକାଇବା ବା ବଢ଼ାଇବା
Example :
ପିଲାମାନେ ପରସ୍ପର ଭିତରେ ଖେଳୁଖେଳୁ ଜଣେ ଅନ୍ୟସହ ଧକ୍କାଲାଗିଲା
Synonyms : ଠେଲାପେଲା ହେବା
Translation in other languages :