Meaning : ଗଣନାରେ ଦୁଇ ସ୍ଥାନରେ ଆସୁଥିବା
Example :
ସରିତା ନାଁ ଏହି ସୂଚୀରେ ଦ୍ୱିତୀୟ ସ୍ଥାନରେ ଅଛି
Synonyms : ୨ୟ
Translation in other languages :
Meaning : ଜଣକ ପରେ
Example :
ଦ୍ୱିତୀୟ ଧାଡ଼ିରେ ଠିଆହୋଇଥିବା ପିଲାମାନଙ୍କ ଡ୍ରେସ୍ ହଳଦିଆ ରଙ୍ଗର ଥିଲା
Translation in other languages :
Every second one of a series.
The cleaning lady comes on alternate Wednesdays.