Meaning : ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
Example :
ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
Translation in other languages :
Meaning : ଯାହା ଦୟାରେ ଭରିଯାଇଛି
Example :
ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା
Translation in other languages :