Subscribe
URL of the page has been copied to clipboard.
Meaning : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା
Example : ଦୁର୍ବଳତାହେତୁ ମହେଶ ଚାଲି ପାରୁନି
Synonyms : ଅସାମର୍ଥ୍ୟତା, ଦୁର୍ବଳତା, ବଳହୀନତା, ଶକ୍ତିହୀନତା
Translation in other languages :हिन्दी
बल या शक्ति न होने या बहुत कम होने की अवस्था या भाव।
Install App