Meaning : ବନ୍ଧୁ ବା ମିତ୍ରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ
Example :
ମିତ୍ରତାରେ ସ୍ୱାର୍ଥର ସ୍ଥାନ ରହିବା ଅନୁଚିତ ହନୁମାନ ରାମ ଓ ସୁଗ୍ରୀବଙ୍କ ଭିତରେ ମିତ୍ରତା କରାଇଲେ
Synonyms : ବନ୍ଧୁତା, ମିତ୍ରତା, ସଖାପଣ
Translation in other languages :
दोस्तों या मित्रों में होने वाला पारस्परिक संबंध।
दोस्ती में स्वार्थ का स्थान नहीं होना चाहिए।