Meaning : କାହା ଉପରେ ଅପରାଧର ଅଭିଯୋଗ, ଦୋଷ ବା ଆରୋପ ଲଗାଯିବାର କ୍ରିୟା
Example :
ସେମାନେ ନିଜର ଦୋଷାରୋପ ପ୍ରମାଣିତ କରିପାରିଲେ ନାହିଁ
Translation in other languages :
(law) a formal accusation against somebody (often in a court of law).
An allegation of malpractice.Meaning : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ
Example :
କୁତ୍ସାରଟନା ଠାରୁ ଦୂରେଇ ରୁହ
Synonyms : କୁତ୍ସାରଟନା, ବଦନାମ, ମିଥ୍ୟାରୋପ
Translation in other languages :
An abusive attack on a person's character or good name.
aspersion, calumny, defamation, denigration, slanderMeaning : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
Example :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
Translation in other languages :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintMeaning : କାହାରି ଉପରେ କୌଣସି ଦୋଷ ଲଗାଇବା ପ୍ରକ୍ରିୟା ବା ଏପରି କହିବା ପ୍ରକ୍ରିୟା ଯେ ଏହିବ୍ୟକ୍ତି ଏହି ଦୋଷ ବା ଅପରାଧ କରିଛି
Example :
କାହାରି ଉପରେ ମିଥ୍ୟା ଦୋଷାରୋପ କରନାହିଁ
Translation in other languages :
An assertion that someone is guilty of a fault or offence.
The newspaper published charges that Jones was guilty of drunken driving.