Subscribe
URL of the page has been copied to clipboard.
Meaning : ଝୁଲିବା ସମୟରେ ଝୁଲାର ଗୋଟିଏ ଆଡ଼ୁ ଅନ୍ୟ ଆଡ଼କୁ ଯିବାର ପ୍ରକ୍ରିୟା
Example : ଝୁଲା ବହୁତ ଉଚ୍ଚରେ ଦୋଳନ ନେଉଛି
Translation in other languages :हिन्दी
झूलने के समय झूले की एक ओर से दूसरी ओर जाने की क्रिया।
Meaning : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
Example : ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
Synonyms : ଝୁଲିବା
किसी आधार के सहारे लटकर आगे-पीछे या इधर-उधर हिलने की क्रिया।
Install App