Subscribe
URL of the page has been copied to clipboard.
Meaning : ଯାହା ଜିମାରେ କିଛି ଦେବାପାଇଁ ବାକିଅଛି
Example : ସେ ମୋର ଦେଣାଦାର କାହିଁକିନା ବର୍ତ୍ତମାନ ବି ମୋର ତାଙ୍କ ଠାରୁ ଶହେ ଟଙ୍କା ପାଇବାର ଅଛି
Translation in other languages :हिन्दी English
वह जिसके जिम्मे कुछ देना बाकी हो।
A person who owes a creditor. Someone who has the obligation of paying a debt.
Meaning : ଯେଉଁ ବ୍ୟକ୍ତି କୌଣସି ସାହୁକାରଆଦିଙ୍କଠାରୁ କରଜ ନେଇଥାଏ
Example : ସାହୁକାର ନିଜ ଋଣଗ୍ରହୀତାମାନଙ୍କ ଘରକୁ ତାଗିଦା ପଠେଇଲା
Synonyms : ଋଣଗ୍ରହୀତା, ଋଣଗ୍ରାହୀ, ଖାତକ
Translation in other languages :हिन्दी
वह व्यक्ति जिसने किसी साहूकार आदि से कर्ज लिया हो।
Install App