Subscribe
URL of the page has been copied to clipboard.
Meaning : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
Example : ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
Synonyms : ଚାକ୍ଷୁଷ, ଦୃଶ୍ୟ, ଦୃଷ୍ଟିଗୋଚର, ଦେଖାଯାଉଥିବା
Translation in other languages :हिन्दी
जिसका ज्ञान नेत्रों से हो या जो दिखाई पड़े।
Meaning : ଦେଖି ଥିବା
Example : କବି ନିଜ କବିତାରେ ବିଲୋକିତ ଦୃଶ୍ୟର ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି
Synonyms : ଦୃଶ୍ୟ, ଦୃଷ୍ଟ, ବିଲୋକିତ
जो देख लिया गया हो या देखा हुआ।
Install App