Subscribe
URL of the page has been copied to clipboard.
Meaning : ବାହାର କରାଯାଇଥିବା
Example : ବହିଷ୍କୃତ ବ୍ୟକ୍ତିମାନଙ୍କ ପୁନଃ ଥଇଥାନ ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ
Synonyms : ନିଷ୍କାସିତ, ବହିଷ୍କୃତ
Translation in other languages :हिन्दी
निकाला या बाहर किया हुआ।
Meaning : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
Example : ବହିଷ୍କୃତ ଖେଳାଳି ନିରାଶ ଥିଲା
Synonyms : ବହିଷ୍କୃତ, ବାହାରକରାଯାଇଥିବା, ବିତାଡ଼ିତ
Translation in other languages :हिन्दी English
* जो स्ट्राइकआउट द्वारा बाहर हो गया हो (खेल में)।
Being put out by a strikeout.
Install App