Meaning : ଖରାପ କଥା ସମ୍ପର୍କରେ ବିଚାର କରୁଥିବା କ୍ରିୟା
Example :
ଦୁଶ୍ଚିନ୍ତାରେ ମନୁଷ୍ୟର ଚିନ୍ତା ନକାରାତ୍ମକ ହୋଇଯାଏ ସେ ଖଟ ଉପରେ ପଡ଼ିପଡ଼ି ନିଜର ସାରାଦିନ ଦୁଶ୍ଚିନ୍ତାରେ ହିଁ କଟାଇଦିଏ
Synonyms : ଦୁଶ୍ଚିନ୍ତତା, ଦୁଶ୍ଚିନ୍ତନ, ଦୁଶ୍ଚିନ୍ତା
Translation in other languages :
दूषित बातों पर विचार करते रहने की क्रिया।
दुश्चिंतन से मनुष्य की सोच नकारात्मक हो जाती है।Meaning : ଖରାପ ଭାବନା
Example :
ନିଜ ମନରେ କେବେ ବି କାହାପ୍ରତି ଦୁର୍ଭାବନା ରଖନାହିଁ
Synonyms : ଅସଦ୍ଭାବନା, କୁଭାବନା
Translation in other languages :