Meaning : ଯାହା ଦୁଃଖରେ ଭରା
Example :
ହିନ୍ଦୁ ବିଧବାର ଜୀବନ ଦୁଃଖମୟ
Synonyms : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖପୂର୍ଣ୍ଣ, ଦୁଃଖଭରା, ଦୁଃଖମୟ
Translation in other languages :
Causing or marked by grief or anguish.
A grievous loss.Meaning : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
Example :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
Synonyms : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ
Translation in other languages :
Causing physical discomfort.
Bites of black flies are more than irritating; they can be very painful.