Meaning : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
Example :
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
Translation in other languages :
Meaning : ଛଅ ରାଗରୁ ଦ୍ୱିତୀୟ ରାଗ
Example :
ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ
Synonyms : ଦୀପକ ରାଗ
Translation in other languages :
Meaning : ଅର୍ଥାଳଙ୍କାରର ଏକ ପ୍ରକାର
Example :
ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ
Synonyms : ଦୀପକ ଅଳଙ୍କାର
Translation in other languages :